- ଦିନ ଦ୍ବିପ୍ରହରେ ଓକିଲ ଦମ୍ପତି ଙ୍କୁ ବିଭାଛ୍ୱ ହତ୍ୟା:ଗତକାଲି ଦିନ ଦ୍ବିପ୍ରହରେ ତେଲେଙ୍ଗାନା ର କରିମ ନଗର ଅଞ୍ଚଳରେ ଏକ ବିଭସ୍ଛ ହତ୍ୟାକାଣ୍ଡ ଘଟି ଯାଇଛି।ମିଳିଥିବା ବିବାରଣୀରୁ ଜଣା ପଡ଼ିଛି ଯେ,ସ୍ଥାନୀୟ ଅଞ୍ଚଳର ଗୋଟିଏ ଓକିଲ ଦମ୍ପତି ନିଜ କାର ରେ ଯାଉଥିବା ସମୟରେ ଦୁଇ ଜଣ ଦୃବୃତ୍ତ ଏକ ବାଇକ ରେ ଆସି ତାଙ୍କ କାର କୁ ଅଟକାଇ ଥିଲେ।କାର ଟି ଅଟକି ବାରୁ ଆକସ୍ମିକ ଭାବେ ମାରଣାସ୍ତ୍ର ରେ ଦମ୍ପତି ଙ୍କ ଉପରେ ଆକ୍ରମଣ କରି ଗାଡି ଭିତରେ ହିଁ ମହିଳାଙ୍କୁ ହତ୍ୟା କରିଥିବା ବେଳେ ,ପୁରୁଷ ଓକିଲଙ୍କୁ ଗାଡି ବାହାରେ ରାସ୍ତା ଉପରେ ହାଣି ବାରେ ଲାଗିଥିଲେ।ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ପୋଲିସ ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post