କେତେ ଲାଭରେ ଅଯୋଧ୍ୟା?

ବର୍ଷକୁ ଆସିବେ ୫୦ ନିୟୁତ ଶ୍ରଦ୍ଧାଳୁ, ସାରା ବିଶ୍ବରେ ସର୍ବାଧିକ

6 17

ODISHA DAILY: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ ଉଭୟ ଭାରତ ସରକାର ଓ ଉତ୍ତର ପ୍ରଦେଶ ସରକାର ମିଳିତ ଭାବେ ପାଖାପାଖି ୮୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଚନ୍ତି। ତେବେ ଆସନ୍ତା ୩ ବର୍ଷ ଭିତରେ ଏହି ଖର୍ଚ୍ଚ ଭାରଣା ହେବା ସହ କେବଳ ଅଯୋଧ୍ୟ ଯୋଗୁ ହିଁ ଉତ୍ତର ପ୍ରଦେଶ ସରକାର ବାର୍ଷିକ ୨୫ ହଜାର କୋଟି ଟଙ୍କା ଆୟ କରିବେ। ଏପରି ଏକ ଆକଳନ କରିଛି ବିଶ୍ବର ଅଗ୍ରଣୀ ସଂସ୍ଥା ଜେଫ୍ରିଦ। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଅଯୋଧ୍ୟାରେ ରେଳ, ବିମାନସେବା, କାର୍କେଟ କମ୍ପ୍ଲେକ୍ସ, ହୋଟେଲ, ସଡକପଥ ତଥା ଅନ୍ୟାନ୍ୟ ଅତ୍ୟଧୁନିକ ବବସ୍ଥା ପାଇଁ ସରକାର ପାଣି ଭରି ଅର୍ଥ ଖର୍ଚ୍ଚ କରିଚନ୍ତି। ବର୍ତ୍ତମାନ ସୁଦ୍ଧା ଏହା ୮୫ ହଜାର କୋଟିରେ ପହଞ୍ଚି ସାରିଲାଣି। ତେବେ ଆଗାମୀ ଦିନରେ ଅଯୋଧ୍ୟ ଦେଶୀ ତଥା ବିଦେଶୀ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ହେବ ଓ ଏଠାକାର ରାଜ୍ୟ ସରକାର ୨୫ ହଜାର କୋଟିରୁ ଊର୍ଦ୍ଧ୍ବ ପର୍ଯ୍ୟଟନ ବାବଦ ଟିକସ ପାଇବେ, ଯାହାକି ୩ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଖର୍ଚ୍ଚକୁ ଭରଣା କରିଦେବ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଆଗାମୀ ଦିନରେ ଅଯୋଧ୍ୟା ରାମ ମନ୍ଦିର ସବୁଠୁ ଅଧିକ ଦର୍ଶନୀୟ ସ୍ଥାନର ମାନ୍ୟତା ଲାଭ କରିବ। ପ୍ରତିବର୍ଷ ଏହି ମନ୍ଦିର ବୁଲିବାକୁ ପ୍ରାୟ ୫୦ ମିଲିୟନ ପର୍ଯ୍ୟଟକ ଆସିବେ। ବର୍ତ୍ତମାନ ଏହି ତାଲିକାରେ ଅମୃତସରର ସ୍ବର୍ଣ୍ଣ ମନ୍ଦିର ରହିଛି ଯେଉଁଠିକି ବାର୍ଷିକ ପ୍ରାୟ ୩୦-୩୫ ମିଲିୟନ ଶ୍ରଦ୍ଧାଳୁ ବୁଲିବାକୁ ଯାଇଥାନ୍ତି। ଏହା ପଛରେ ରହିଛି ତିଳୁପତି ବାଲାଜି ମନ୍ଦିର ଯେଉଁଠିକି ବାର୍ଷିକ ୨୫ରୁ ୩୦ ଲକ୍ଷ ଶ୍ରଦ୍ଧାଳୁ ବୁଲିବାକୁ ଯାଇଥାନ୍ତି। ଅନ୍ୟପକ୍ଷରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ପବିତ୍ର ସ୍ଥାନ ଭାବେ ପରିଚିତ ଭାଟିକାନ ସିଟିକୁ ବାର୍ଷିକ ମାତ୍ର ୯ ମିଲିୟନ ଶ୍ରଦ୍ଧାଳୁ ଯାଉଥିବା ବେଳେ ମୁସଲମାନମାନଙ୍କ ପବିତ୍ର ସ୍ଥାନ, ସାଉଦିଆରବର ମକ୍କାକୁ ବାର୍ଷିକ ୨୦ ମିଲିୟନ ଶ୍ରଦ୍ଧାଳୁ ଯାଇଥାନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି।

6 Comments
  1. Jodiet says

    This article offers a fascinating perspective on the subject. The depth of research and clarity in presentation make it a valuable read for anyone interested in this topic. It’s refreshing to see such well-articulated insights that not only inform but also provoke thoughtful discussion. I particularly appreciated the way the author connected various aspects to provide a comprehensive understanding. It’s clear that a lot of effort went into compiling this piece, and it certainly pays off. Looking forward to reading more from this author and hearing other readers’ thoughts. Keep up the excellent work!

  2. Legendary Liont says

    Fantastic article! I appreciate how clearly you explained the topic. Your insights are both informative and thought-provoking. I’m curious about your thoughts on the future implications of this. How do you see this evolving over time? Looking forward to more discussions and perspectives from others. Thanks for sharing!

  3. Blaze Phoenixt says

    Great article! I found your perspective on this topic both enlightening and thought-provoking. The way you break down complex ideas into understandable insights is truly commendable. It’s interesting to see how these developments could shape our future. I’m particularly intrigued by your point about potential challenges and would love to dive deeper into that.

    For those who are interested in exploring this topic further, I recommend checking out this resource for more detailed information: comprehensive guide. It offers additional insights that complement what’s discussed here.

    Looking forward to hearing others’ thoughts and continuing this discussion. Thanks for sharing such valuable information!

  4. Rachelt says

    Great article! I appreciate the clear and insightful perspective you’ve shared. It’s fascinating to see how this topic is developing. For those interested in diving deeper, I found an excellent resource that expands on these ideas: check it out here. Looking forward to hearing others’ thoughts and continuing the discussion!

  5. Eldon V says

    I like this website it’s a master piece! Glad I observed this
    ohttps://69v.topn google.Blog monetyze

  6. Nicolet says

    This article is fantastic! The insights provided are very valuable. For those interested in exploring more, check out this link: LEARN MORE. Looking forward to the discussion!

Leave A Reply

Your email address will not be published.