କେନ୍ଦ୍ରାପଡାରେ ଭୟଙ୍କର ବାଣ ବିସ୍ଫୋରଣ: ୫୦ ଗୁରୁତର

୧୦ ସଂକଟପାନ୍ନଙ୍କୁ କଟକ ଫଠାଗଲା

0 718

ODISHA DAILY: କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଚାନ୍ଦୋଳ ବଜାରଠାରେ ବୁଧବାର ରାତି ପ୍ରାୟ ୯ଟା ବେଳେ ଭୟଙ୍କର ବାଣ ବିସ୍ପୋରଣ ଘଟି ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଚାନ୍ଦୋଳ ବଜାରଠାରେ କାର୍ତିକେଶ୍ୱର ଭସାଣ ଉତ୍ସବ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା । ଏକ ଫୁଟନ୍ତା ବାଣ, ଷ୍ଟକ ଥିବା ବାଣ ଉପରେ ପଡିଯିବାରୁ ଏପରି ମର୍ମନ୍ତୁଦ ଘଟଣା ଘଟିଲା, ଯେଉଁଥିରେ ପ୍ରାୟ ୫୦ ଜଣଙ୍କ ଶରୀର ୫୦ ଭାଗରୁ ଊର୍ଦ୍ଧ୍ୱ ପୋଡି ଯାଇଛି । ଆହତମାନଙ୍କୁ ପ୍ରଥମେ କେନ୍ଦ୍ରାପଡା ଓ ପରେ କଟକ ପଠାଯାଇଛି । ଖବର ଲେଖାହେବା ପର୍ଯ୍ୟନ୍ତ ମୃତକଙ୍କ ସମ୍ପର୍କରେ ସୂଚନା ମିଳିନି ।

Leave A Reply

Your email address will not be published.