ବିଜେପିରେ ତେଜୁଛି କି ଗୋଷ୍ଠୀ କନ୍ଦଳ? ଅପରାଜିତା ଏକ ଘରିକିଆ !

7 724

ଭୁବନେଶ୍ୱର: ରାଜ୍ୟ ବିଜେପିରେ ଆଉ ସେ ଏକତା ଥିଲା ଭଳି ମନେହେଉନି ଯେପରି ୨୦୧୭ ପଂଚାୟତ ନିର୍ବାଚନ ବେଳେ ଥିଲା । ଯାହାକୁ ନେଇ ଶାସକ ଦଳ ବିଜେଡି କ୍ୟାମ୍ପ ଭିତିରିଆ ଭାବରେ ଖୁସି ବ୍ୟକ୍ତ ଅନୁଭବ କରୁଥିବା ବେଳେ ରାଜ୍ୟ ବିଜେପି ପାର୍ଟି ଅଫିସରେ କିନ୍ତୁ ଦଳରେ ସବୁ କିଛି ଠିକଠାକ ଥିବା କୁହାଯାଉଛି।

ମୁଖ୍ୟତଃ ରାଜ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀକୁ ନେଇ ବିଜେପିର ଗୋଟିଏ ଗୋଷ୍ଠୀ ଅସହିଷ୍ଣୁ ହୋଇପଡିଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ମନରେଗା ପ୍ରସଙ୍ଗରେ ଏକ ପ୍ରେସମିଟ୍ କରିବାର ଥିଲା। ଯାହାକୁ ନେଇ ମିଡିଆକୁ ଗତକାଲି ପାଖରୁ ସୂଚନା ଦିଆଯାଇଥିଲା। କିନ୍ତୁ ହଠାତ୍ ଶନିବାର ସକାଳେ ବିଜେପିର ଅନ୍ୟତମ ପ୍ରମୁଖ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମନରେଗା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ। ଆଉ ପରେ ଅପରାଜିତା ମଧ୍ୟ ସମାନ କଥା କହିଥିଲେ। ଯେଉଁଥିରୁ ଜଣାପଡିଛି ରାଜ୍ୟ ବିଜେପିରେ କିଛି ଠିକଠାକ ନାହିଁ।

ସେହିପରି ଅକ୍ଚୋବର ମାସରେ ଶିକ୍ଷୟତ୍ରୀ ମମିତା ମେହେର ପ୍ରସଙ୍ଗରେ ଭୁବନେଶ୍ୱରରେ ସାଂସଦ ଅପରାଜିତା ଏକ ପ୍ରେସମିଟ୍ କରିବେ ବୋଲି ତାଙ୍କ ଅଫିସ ତରଫରୁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲା। ହେଲେ ଏହା ପରେ ପରେ ରାଜ୍ୟ ବିଜେପି ସଭାପତିଙ୍କର ଏକ ପ୍ରେସମିଟ୍ ସମାନ ପ୍ରସଙ୍ଗରେ ରହିଛି ବୋଲି ଜଣାପଡିଥିଲା। ଏହାପରେ ସାଂସଦ ଷଢ଼ଙ୍ଗୀ ପ୍ରେସମିଟରୁ ଓହରି ଯାଇଥିଲେ।

ଅନ୍ୟପଟେ ରାଜ୍ୟ ବିଜେପି ଯଦିଓ ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଛି ଦାବି କରି ଇସ୍ତଫା ଦାବି କରିଛି। ଏଥିସହ ରାଜ୍ୟବ୍ୟାପୀ ଏହାକୁ ନେଇ ବନ୍ଦ ପାଳନ କରୁଛି। କିନ୍ତୁ କୌତୁହଳର ପ୍ରସଙ୍ଗ ହେଲା ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶର ଟୁତୁ ଏ ପ୍ରସଙ୍ଗରେ ଯେମିତି ତତ୍ପରତା ଦେଖାଇବା କଥା ଦେଖାଉ ନାହାନ୍ତି। ଧର୍ମେନ୍ଦ୍ର ଏହି ପ୍ରସଙ୍ଗରେ କେବଳ ଏକ ଟ୍ୱିଟ୍ କରିଥିବା ଜଣାପଡିଛି। ଯାହାକି ଶାସକ ବିଜେଡି ପାଇଁ ମଧ୍ୟ ପରୋକ୍ଷରେ ସୁହାଇଥିବା ସୂଚନା ରହିଛି।

ଜଣେ ବରିଷ୍ଠ ସାମ୍ୱାଦିକ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ରାଜ୍ୟ ବିଜେପି ଏବେ ତିନୋଟି ଗୋଷ୍ଠୀରେ ରହିଛି । ଗୋଟିଏ ଗୋଷ୍ଠୀ ଆଉ ଗୋଟିଏ ଗୋଷ୍ଠୀକୁ ସହିପାରୁନି । ସମସ୍ତେ ଏବେ ଶାସକ ଦଳ ବିରୋଧରେ କମ୍ ବର୍ଷୁଛନ୍ତି ବରଂ କିଏ କେତେ କରୁଛି ତାକୁ ନେଇ ନିଜ ନିଜ ମଧ୍ୟରେ କନ୍ଦଳ ବଢାଉଛନ୍ତି। ଅପରାଜିତାଙ୍କର ପ୍ରଧାନମନ୍ତ୍ରୀଙ୍କ ଅଫିସ ସହିତ ଭଲ ସମ୍ପର୍କ ରହିଛି। ରାଜ୍ୟରେ ଆଗାମୀ ଦିନରେ ତାଙ୍କୁ ଚେହେରା କରି ଦଳର ଭୋଟ ବ୍ୟାଙ୍କକୁ ଆଗକୁ ବଢ଼ାଇପାରନ୍ତି ମୋଦି, ଶାହ । ହେଲେ ଆଉ ଗୋଟିଏ ଗୋଷ୍ଠୀ ଅପରାଜିତାଙ୍କ ବଡୁଥିବା ଦବଦବାକୁ ରୋକିବାକୁ ସମସ୍ତ ପ୍ରକାର ଫାଟକ ତିଆରି କରୁଥିବା ଜଣାପଡିଛି।

7 Comments
  1. Zoet says

    Excellent article! I appreciate the thorough and thoughtful approach you took. For more details and related content, here’s a helpful link: LEARN MORE. Can’t wait to see the discussion unfold!

  2. escape room lista says

    Great info and right to the point. I am not sure if this
    is in fact the best place to ask but do you guys have
    any thoughts on where to hire some professional writers?
    Thanks in advance 🙂 Escape roomy lista

  3. Jayden-G says

    I like this weblog it’s a master piece! Glad I observed this on google.?

  4. xxx mom son fuck HD movies says

    Pretty! This was an incredibly wonderful article.
    Thanks for providing this information.

  5. sell my house fast says

    Aw, this was a really nice post. Taking the time and actual effort to generate a very good article… but what can I say… I hesitate a lot and don’t manage to get nearly anything done.

  6. asbestos abatement ottawa says

    Pretty! This was an incredibly wonderful post. Thanks for providing this information.

  7. Flum vape says

    You should take part in a contest for one of the most useful websites on the web. I most certainly will highly recommend this blog!

Leave A Reply

Your email address will not be published.