ଓଡ଼ିଶା ଦଲାଲ ପାଇଁ ଚିନ୍ତାରେ ଚାଷୀ Feb 15, 2021 ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକର କାଶିପଲା ଗାଁରେ ଏଭଳି ଠକେଇର ଶିକାର ହୋଇଛନ୍ତି ଚାଷୀ। ଗାଁର ଚାଷୀ ମକା ଚାଷ କରିଥିଲେ। ଫସଲ ମଧ୍ୟ ହୋଇଥିଲା।…