କୋଭିଡ୍‌ ଚିକିତ୍ସା, ଫାଇଜର ପ୍ରସ୍ତୁତ ବଟିକାକୁ ଅନୁମୋଦନ

fizzer

2 4

ନୂଆଦିଲ୍ଲୀ: କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଫାଇଜର ପ୍ରସ୍ତୁତ ବଟିକାକୁ ଆମେରିକାର ଜରୁରୀକାଳୀନ ଅନୁମୋଦନ ଦିଆଯାଇଛି।   ଅଧିକ ସଂକ୍ରମିତ ଆଶଙ୍କା ଥିବା ୧୨ବର୍ଷରୁ ଅଧିକ ବୟସ ବର୍ଗର ବ୍ୟକ୍ତିଙ୍କୁ ଏହି ବଟିକା ଦିଆଯିବ।  ପ୍ରଥମ ବଟିକାର ୫ଦିନ ପରେ ଦ୍ୱିତୀୟ ବଟିକା ଦିଆଯିବ। ଫାଇଜର ପ୍ରସ୍ତୁତ ବଟିକା ଦ୍ୱାରା ସଂକ୍ରମଣ ଆଶଙ୍କା ଥିବା ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି ଓ ମୃତ୍ୟୁ ପ୍ରାୟ ୮୮ ପ୍ରତିଶତ ହ୍ରାସ କରାଯାଇପାରିବ ବୋଲି ସୂଚନା ମିଳିଛି ।  ଫାଇଜର ବଟିକାକୁ ୨୨୦୦ଲୋକଙ୍କ ଠାରେ କ୍ଲିନିକାଲ ଟ୍ରାଏଲ କରାଯିବା ପରେ ଏହା ଫଳପ୍ରଦ ହୋଇଥିବା ଜଣାପଡିଛି

ପ୍ରଥମଥର ପାଇଁ କୋଭିଡ୍ ମହାମାରୀର ଏହା ଓରାଲ ଭିତ୍ତିକ ଔଷଧ ବୋଲି କୁହାଯାଉଛି। ଘରୋଇ ଚିକିତ୍ସା ପାଇଁ ଏହି ବଟିକା ବେଶ ଉପଯୋଗୀ ବୋଲି କୁହାଛି। ଏହି ଔଷକ୍ଷ ଓମିକ୍ରନ୍‌କୁ ମଧ୍ୟ ମାତ ଦେଇପାରିବ । ସେହିପରି ଗୁରତର ରୋଗୀମାନଙ୍କ କ୍ଷେତ୍ରରେ ଏହି ବଟିକା ଫଳପ୍ରଦ ହେବ ବୋଲି ଦାବି କରାଯାଇଛି। କମ୍ପାନୀ ପାକ୍ସଲୋଭିଡ ନାଁରେ ଏକ ବଟିକା ପ୍ରସ୍ତୁତ କରିଛି। ଏହି ବଟିକା ଓମିକ୍ରନ ବିରୋଧରେ ଲଢ଼େଇ କରିବ। କରୋନା ଲକ୍ଷଣର ଦେଖାଯିବାର ୩ ଦିନ ମଧ୍ୟରେ ଯଦି ପାକ୍ସଲୋଭିଡ ଦିଆଯାଏ, ତା’ହେଲେ ଜଣେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ହସ୍ପିଟାଲରେ ଭର୍ତ୍ତି କରିବାର ଆଶଙ୍କା ୮୯% ଦୂର ହୋଇଯିବ। ସେହିପରି ଓମିକ୍ରନ ଆକ୍ରାନ୍ତଙ୍କୁ ମୃତ୍ୟୁମୁଖରୁ ମଧ୍ୟ ଏହି ବଟିକା ୮୯%ରୁ ଅଧିକ ସୁରକ୍ଷା ଦେଉଥିବା କମ୍ପାନୀ ଦାବି କରିଛି। ଏହା ଏକ ଚମତ୍କାର ଫଳାଫଳ ବୋଲି ଫାଇଜର ମୁଖ୍ୟ ବୈଜ୍ଞାନିକ ଅଧିକାରୀ କହିଛନ୍ତି।

2 Comments
  1. lista Escape roomów says

    hello there and thank you for your info – I’ve definitely picked up something new from right here.
    I did however expertise a few technical issues using this website, since I experienced to reload the
    web site a lot of times previous to I could get it to load properly.

    I had been wondering if your web hosting is OK? Not that I am complaining, but slow loading instances
    times will very frequently affect your placement in google and could damage your high-quality score if ads and marketing with Adwords.
    Well I am adding this RSS to my e-mail and can look
    out for much more of your respective interesting content.

    Ensure that you update this again soon.. Escape room

  2. webpage says

    I know this if off topic but I’m looking into starting my own weblog and was wondering what all is required to get setup?
    I’m assuming having a blog like yours would cost a pretty penny?

    I’m not very internet savvy so I’m not 100% certain. Any suggestions or advice would be greatly
    appreciated. Appreciate it

Leave A Reply

Your email address will not be published.