‘କଂଗ୍ରେସର ବନ୍ଦକୁ ବିରୋଧ କରି ହାଇକୋର୍ଟ ଯାଇଥିବା ବ୍ୟକ୍ତି ଶାସକ ଦଳର ଲୋକ’

9 372

ଭୁବନେଶ୍ୱର: ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ବନ୍ଦ ଡାକରା ଶେଷ ହୋଇଛି । ହେଲେ ଏହି ବନ୍ଦକୁ ବିରୋଧ କରି ହାଇକୋର୍ଟ ଯାଇଥିବା ବ୍ୟକ୍ତିଙ୍କ ବିରୋଧରେ ବର୍ଷିଛନ୍ତି କଂଗ୍ରେସ ନେତା। କଂଗ୍ରେସର ବନ୍ଦ ଡାକରାକୁ ଭଣ୍ଡୁର କରିବାକୁ ଯାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ବିଜେଡି । ଯିଏ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସେ ବିଜେଡି ଲିଗାଲ ସେଲର ସଦସ୍ୟ ବୋଲି କହିଛନ୍ତି ଏଆଇସିସି ସମ୍ପାଦକ ଶରତ ରାଉତ ।

ସେ କହିଛନ୍ତି କଂଗ୍ରେସ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫଦାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଦଳ ବନ୍ଦ ଡାକରା ଦେଇଥିଲା । ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି । ଏକ ନୂଆ ଢାଞ୍ଚାରେ କଂଗ୍ରେସ ବନ୍ଦ କରିଛି । ବିଜେଡ଼ି ଯେଉଁ ଆଶଙ୍କା କରି ହାଇକୋର୍ଟ ଯାଇଥିଲା ତାହା ସଫଳ ହେଲା ନାହିଁ । ହାଇକୋର୍ଟଙ୍କ ରାୟ ସମସ୍ତ ରାଜନୈତିକ ଦଳ ଗୁଡିକ ପାଇଁ ଲାଗୁ ହେବା ଉଚିତ । କଂଗ୍ରେସର ବନ୍ଦ ଉଦ୍ଦେଶ୍ୟ ସାଧିତ ହୋଇଛି । ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଦଳ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବ।

ଉଲ୍ଲେଖଯୋଗ୍ୟ, କଂଗ୍ରେସର ବନ୍ଦ ଡାକରାକୁ ବିରୋଧ କରି ହାଇକୋର୍ଟରେ ଆବେଦନ ହୋଇଥିଲା। ଏହି ସମୟରେ ଆବଦେନକାରୀ କହିଥିଲେ କୋଭିଡ ପରେ ସ୍ଥିତି ସୁଧୁରୁଛି। ତେଣୁ ବନ୍ଦ ନହେବା ଉଚିତ । କାରଣ ବନ୍ଦ ପାଇଁ ଅନେକ ଲୋକ ହାଇରାଣ ହେବେ । ଏହାପରେ ହାଇକୋର୍ଟ କହିଥିଲେ କଂଗ୍ରେସ ବନ୍ଦ କରିପାରିବନି କେବଳ ହରତାଳ କରିବ । ଦୋକାନ ବଜାର ବନ୍ଦ କରିବାକୁ କିମ୍ବା ଲୋକଙ୍କୁ ନଯିବା ପାଇଁ ବାରଣ କରିପାରିବେନି ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଥିଲେ।

9 Comments
  1. ssyoutube-Com Homepage says

    Artinya video yang sudah kalian berhasil download yaitu sudah
    berkualitas super jernih.

  2. 直後ナルシストルーによって捕まってしまうが、懸命に戦うプリキュアたちの姿を見て、そしてプレシャスからの「未来は変えられる」という説得を受けたことで勇気づけられ、それとともに結晶はハートフルーツペンダントへと変化、新たなプリキュア・

  3. 2023年1月1日付を以って法人名が「ファイントゥデイ」に改称され、資生堂グループとの資本関係が事実上解消された。鈴鹿市は控訴、1983年4月28日 名古屋高裁、鈴鹿市勝訴の判決。作曲:北川勝利、編曲:吉田哲人・遊真との出会いをきっかけに、誘拐された人々が近界で生きている可能性があることを知ったことで、友人と兄を探すためにボーダーへの入隊、そして近界遠征へ参加するためにA級部隊を目指すという意思の強さを見せる。

  4. 小池徹平あまちゃん says

    オルメカ文明の巨石人頭像、アステカ文明のカレンダー「太陽の石」、女神コアトリクエ像、ショチカルコ宮殿の柱脚、マヤ文明の雨の神チャク神の像、蛇神ケツァルコアトル(マヤ名ではククルカン)の像、パレンケ遺跡の石碑、トルテカ文明の戦士の像、ワステカ文明の立像などがある。園内にはアメリカ古代文明の彫刻の強化プラスティック製の精巧な実物大レプリカがたくさん置かれている。 ウルトラマンA – 第31話で、超獣バクタリになるバクが飼育されている動物園として登場した。超電子バイオマン – 第27話で、敵組織新帝国ギアのアジトとして登場した。仮面ライダーBLACK
    – 第43話で「怪人牧場」と言う設定で登場した。

  5. 遊園地入り口 says

    関東版) 1997年(平成9年)1月3日付朝刊、テレビ欄。 『北海道新聞』(縮刷版) 1997年(平成9年)12月29日付朝刊、テレビ欄。 『北日本新聞』1996年4月26日付朝刊、テレビ欄。関東版) 1997年(平成9年)12月26日、12月30日付朝刊、テレビ欄。 『北海道新聞』(縮刷版) 1997年(平成9年)1月3日付朝刊、テレビ欄。

  6. ミス 山形 大学 says

    “「GM」の泥沼リコール問題は、「トヨタ」とは比較にならぬほど悪質 (2/4ページ)”.
    産経新聞社.第57弾の再編集版出演時(2021年10月16日放送)の肩書は、ADではなくディレクター。 1925年(大正14年)、フォードが日本に進出し、神奈川県横浜市に組立工場を開業した。充電場所を探した際になかなか見つからず、折角バイクを押して追いかけてきた出川を逆方向に抜かし来た道を戻って見つけた。神奈川県立武蔵小杉高校という架空の公立高校。長野県】長野放送(NBS、フジテレビ系)の平日午後ローカル情報番組『ふるさとライブ』はこの週より新年度体制へ移行。

  7. この成長により、証券市場も成長し、投資信託の残高は1兆円を突破するまでとなった。 フリン前国家安全保障問題担当大統領補佐官をFBIに対する偽証の罪で起訴。 BEPSによる税収の損失を、「控えめに見積もっても年間1,
    000〜2,400億米ドル、世界全体の法人税収の4〜10%に達する」と推計。 「人神 周易云人神曰鬼〈居偉反和名於邇、或説云於邇者隠音之訛也。 イングリッシュ(英語版)副局長を指名。

  8. 日本政策投資銀行・報告書”. 毎日新聞.情報公開申出書ならびにその補正書によれば、アベノミクスには少なくとも4つの省庁が関わる政策が含まれるが、日銀は同法2条に掲げる行政機関ではないため、同法による政府の違法性を問うのは難しいと指摘している。内閣官房参与 核心インタビュー 「アベノミクスがもたらす金融政策の大転換 インフレ目標と日銀法改正で日本経済を取り戻す」 ダイヤモンド・

  9. Commercial Van Insurance says

    Commercial Van insurance may be tailored with added coverage like packages insurance coverage.
    This makes it optimal for businesses that move items.

Leave A Reply

Your email address will not be published.